ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆରେ ଆବର୍ଜନା ଗାଡ଼ି ଟର୍ମିନାଲ୍‌

ଖଣ୍ଡଗିରି : ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆକୁ ଆବର୍ଜନାବୁହା ଗାଡ଼ି କବ୍‌ଜା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଆବର୍ଜନା ଗାଡ଼ିଗୁଡ଼ିକର ଅସ୍ଥାୟୀ ଟର୍ମିନାଲ୍‌କୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରି କରିବା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ଏହି ଜନଅସନ୍ତୋଷ ଏବେ ବଢ଼ିବା‌ରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସା‌ରେ, ଏହି ପଡ଼ିଆରେ … Continue reading ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆରେ ଆବର୍ଜନା ଗାଡ଼ି ଟର୍ମିନାଲ୍‌